STORYMIRROR

Sanjay Prusty

Others

2  

Sanjay Prusty

Others

ମାଆ

ମାଆ

1 min
76

ମମତା ମଧୁର ପ୍ରିୟ ଜନ ସ୍ନେହ ପ୍ରୀତି

ଛାଡିଗଲୁ ପର ଘରେ ମୋ ମନରେ ଭୀତି।

ହାତ ଧରି ଚାଲିଗଲୁ ସାଥୀ ସଙ୍ଗେ ତୁହି

ଆମକୁ କି ସବୁଦିନେ ପର କରିଦେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍