STORYMIRROR

Tonish Rohidas

Children Stories Others Children

3  

Tonish Rohidas

Children Stories Others Children

ମାଆ

ମାଆ

1 min
177


ମାଆ ମାଆ ବୋଲି କେତେ ମୁଁ ଡାକୁଛି।

ତୁମ ସ୍ନେହ ପ୍ରେମ ପାଇବା ପାଇଁ ଖୋଜୁଛି।

କାନ୍ଦିଲେ ମୁଁ ମୋତେ କୋଳରେ ଧରି,

ସୋଇଜା ବାବୁ ରେ ବୋଲି ଗୀତ

 ଦିଅ ଗାଇ।

ତୁମେ ତ ମୋ ଜୀବନ ମା ମମତା ମଇ।

ତୁମ ଗୀତ ଶୁଣି ମୁଁ ଯାଏ ମାଆ ଶୋଇ।

କେତେ ମଧୁର ତୁମ ମମତା ର ନଇ।

ଜଳ ଧାରା ପରି କେବେ ଶୁଖିବ ଯେ ନାହିଁ।

ତୁମକୁ ଦିନ ଟିଏ ମାଆ ବୋଲି ନ ଡାକିଲେ ରହିପାରେ ନାହିଁ।

ନିଜେ ନ ଖାଇ ମୋର ଦିଅ ଖୁଆଇ,

ଜହ୍ନ ମାମୁଁ କୁ ଦେଖାଇ ନାନା ବାୟା ଗାଇ।

ଜୀବନ ର ପ୍ରଥମ ଗୁରୁ ମୋର 

 ତୁମ ଚରଣ ତଳେ କୋଟି ଜୁହାର।

ସପନ ମୁଁ ଯାହା ଦେଖେ ତୁମେ ସତ କରି ଦିଅ।

ତୁମଠୁ ଶିଖିଛି ମୁଇ ଦୁନିଆ ର ଜ୍ଞାନ

ତୁମକୁ କରିଛି ମାଆ ମୋ ଜୀବନ।



Rate this content
Log in