STORYMIRROR

bebismita kar

Others

2  

bebismita kar

Others

ମାଆ

ମାଆ

1 min
414


ମାଆର ଋଣ ଶୁଝିନି କେହି ଶୁଝି ପାରିବ ନାହିଁ


ମାଆ କୋଳରେ ମୁଣ୍ଡ ରଖିଲେ ନିଦ ଆସିଯାଏ ତହିଁ


ମାଆର ସ୍ନେହ ଅତୁଳନୀୟ ବିଶାଳ ଆକାଶ ପରି


ମାଆର କଥା ଅମୃତ ସମ ନୁହଁଇ କେହି ତା ସରି


ମାଆ ମହିମା ଅଟେ ଅପାର ସଭିଙ୍କୁ ସିଏ କରେ ନିଜର


ମାଆ ବିନା ଏ ସାରା ସଂସାର ଲାଗଇ ମତେ ଖାଲି ଅସାର


ମାଆ ଟି ମୋର ଅତି ନିଜର ପଣତ ତାର ମମତା ଧାର।


ବେବିସ୍ମିତା କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍