STORYMIRROR

Gayatri Singh

Children Stories Inspirational Children

3  

Gayatri Singh

Children Stories Inspirational Children

ମାଆ

ମାଆ

1 min
233


ଯାହାର ସ୍ପର୍ଶ

କବିତା ଭଳି ମଧୁର

ଫୁଲ ଭଳି କୋମଳ

ଜହ୍ନ ପରି ଶୀତଳ

ସୁନା ପରି ନିଷ୍କଳଙ୍କ

ଦର୍ପଣ ପରି ସ୍ୱଚ୍ଛ

ଆକାଶ ଠୁ ବିଶାଳ

ସମୁଦ୍ର ଠୁ ଗଭୀର

ସବୁ ଠୁ ଭଲ

ସବୁ ଠୁ ମିଠା

ଦୁନିଆ ରେ ଯା'ର ନାଁ

ସେ ମା'।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍