STORYMIRROR

Satyabrata Ojha

Others

2  

Satyabrata Ojha

Others

ମାଆ

ମାଆ

1 min
1.0K


କିଏ କହେ ମା' ତୁ ମମତା ସାଗର !

କିଏ କହେ ମା' ତୁ ଦେବତା ମନ୍ଦିର !


କିଏ କହେ ମା' ତୁ ପ୍ରଚଣ୍ଡ ଶକତି !

କିଏ କହେ ମା' ରଖିଛୁ ତୁ କୃଷ୍ଟି କୁ ସାଇତି !


ଜାଣେନା ମନ୍ଦିର ମା' ଜାଣେନା ସାଗର,

ତୋ ପଣତ ମୋ ମଥାପରେ, ସେ ନିୟତି ମୋହର।


Rate this content
Log in