STORYMIRROR

Meenakshi Padhy

Others

3  

Meenakshi Padhy

Others

ମାଆ ଟି ସାହା

ମାଆ ଟି ସାହା

1 min
127

କୁନି ଛୁଆ ମୋର ଜାଣିନୁ କିଛିରେ

ଏ ଦୁନିଆ ନୁଆ ତୋ ପାଇଁ କି,

ଜୀବନ ଯେତିକି ଯାତନା ସେତିକି

ତୁ ଅବୁଝା ହେଉଛୁ କାହିଁକି ?

ହାତ ଧରି ତୋର ବାଟ ଚଲାଇବି

ମାଆ, ତୋର ସାହା ହୋଇକି,

ବଣ ରାଇଜର ନିତି ନୂଆ କଥା

ଶିଖିବୁ ତୁ ମନ ଦେଇକି ।


Rate this content
Log in