STORYMIRROR

Jeenashree Routray

Others

4  

Jeenashree Routray

Others

ମାଆ ର କଷଣ

ମାଆ ର କଷଣ

1 min
245


ମାଆର ସେନେହ ଭୁଲି ଯାଏ ସନ୍ତାନ

    ବଡ ହୋଇଗଲା ପରେ 

ତଥାପି ଜନନୀ ଅଟେ ବଡ଼ ଦାନୀ 

    ଢାଙ୍କି ରଖେ ପଣତରେ |


ମାଆର କରଜ ଆଉ ତା ଦରଜ 

   ସୁଝି ପାରିବେନି କେହି 

କଣ୍ଟାଟି ଫୁଟିଲେ ଲହୁବି ବହିଲେ 

   ହସି ହସି ଚାଲୁଥାଇ |


ଲେଖୁଛି ଶେଷରେ ଛୋଟ କଲମରେ 

    ମାଆହିଁ ମମତା ମୟୀ 

ଯେତେ କଷ୍ଟ ହେଉ ଝଡ଼ ପଛେ ବହୁ 

   ପୂଜିବି କଷଣ ସହି |


Rate this content
Log in