STORYMIRROR

Alaka Dash

Others

3  

Alaka Dash

Others

ମାଆ ଅମ୍ବିକା

ମାଆ ଅମ୍ବିକା

1 min
243

"ମା ଅମ୍ବିକା ମାଆ ଅମ୍ବିକା 

ଜୀବନ ଜାତକ ମୋର ତୋ ହାତେ ଲେଖା 

ସଂସାର ଭଉଁରୀ ମଧ୍ୟେ ଘୁରି ଘୁରି 

ତୁମରି ଆଶିଷ  ମାଆ କରେ ଭିକ୍ଷା 

ଜୀବନଟା ସାରା ଦୁଃଖ ସୁଖ ଭରା 

ଚାରି ପାଖେ ଘେରା ଜଂଜାଳର କାରା 

କେତେ ଆଉ ତୁମେ କରିବ ପରୀକ୍ଷା 

ଜଣା ନାହିଁ ମୋତେ ତୋ ପୂଜା ମନ୍ତର 

ତୁମେ ମାତା ମୁଁ ସେବିକା ତୋର 

ଯାହା ମୋତେ ଦେଇଛ ଶିକ୍ଷା 

ଆପଦେ ବିପଦେ ପଣତ ଘଡେଇ 

କରିବୁ ମାଆ ସୁରକ୍ଷା 

ଏତିକି ପାଦେ କରୁଛି ଭିକ୍ଷା l"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍