STORYMIRROR

Sudip Choudhury

Others

3  

Sudip Choudhury

Others

ମା' ଶାରଳା

ମା' ଶାରଳା

1 min
249

ଜ୍ଞାନର ଜନନୀ ସତ୍ୟ ସନାତନୀ

କରେ ତୋ ପାଦେ ଦୟିନୀ ,

କଣ୍ଠରେ ବସିବୁ ପଦ କହିଦେବୁ

ହସ୍ତ ଧରି ଲେଖାଇବୁ ।

ସୃଜନ କ୍ଷମତା ଜାଗୁ ମୋର ମନେ

ସୃଷ୍ଟି ମୁଖରିତ କରିବି ତୋ ଗାନେ ,

ହୃଦ ସିଂହାସନେ ଅଧିଷ୍ଠାତ୍ରୀ ତୁହି

ମନ ମନ୍ଦିରରେ ପୂଜା କରେ ମୁହିଁ ।

କାବ୍ୟକଳା ଦେବୀ ବାଣୀକ୍ଷେତ୍ରେ ରହି

ବାଣୀ ବଇକୁଣ୍ଠେ ଶାରଳା ବୋଲାଇ ,

ଦୂର କରୁ ଭକ୍ତ ଦୁଃଖ

ମା' ମହାସରସ୍ୱତୀ ରଖ ।



Rate this content
Log in