Mrutyunjaya Sahoo
Others
ମା'ର କୋଳରେ ଯେଉଁ ସୁଖ ଥାଏ
ଆଉ କେଉଁଠି ମିଳେନା l
ତାହାରି କୋଳରେ ଯେତେ ଶୋଇଲେ ବି
ଏ ମନ ଜମା ବୁଝେନା ll
ନୀତି ଖୋଜୁଥାଏ ତା ପ୍ରେମର ଛୁଆଁ
ରହି ମୁଁ ତା ଠାରୁ ଦୁରରେ l
ଇଛା ହୁଏ ଖାଲି ଶୋଇ ରହିବାକୁ
ମୁଣ୍ଡ ରଖି ତା କୋଳରେ ll
ଆତ୍ମହତ୍ୟା
ପ୍ରିୟା ତୁମେ
ଅସମ୍ପୂର୍ଣ୍ଣ କ...
ଜୀବନର ନଗ୍ନଚିତ...
ବେଶ୍ୟାର କାହାଣ...
ଚୋରା ଚାହାଣୀ
ପାଗଳ ପ୍ରେମିକା
ଜୀବନ ସଉଦା
ସୃଜନୀକା
ରୂପରେ ପରିବର୍ତ...