STORYMIRROR

Tonish Rohidas

Children Stories Others Children

3  

Tonish Rohidas

Children Stories Others Children

ମା ପରି କିଏ ହବ

ମା ପରି କିଏ ହବ

1 min
211


ମା ତୋ ପରି କିଏ ହବ

ତୋ ପରି ସ୍ନେହ କିଏ କରିବ।।

ମା ତୋ ପରି କିଏ ହବ

ମା ତୋ ପରି ମୋତେ କିଏ ଭଲପାଇବ।।

ମୁଁ କାନ୍ଦିଲେ ତୁମେ ବୁଝେଇ ଦିଅ

ମୁଁ ରୁଷି ଗଲେ ତୁମେ ମନେଇ ଦିଅ।।

ମା ତୁମ ପରି କିଏ ହବ

କିଏ ମୋତେ ତୁମ ପରି ଗେଲ କରିବ।।

ମା ତୁମ ପଣତରେ ମୋତେ ସାଇତି ରଖିଛ।।

ତୁମ ମମତାରେ ମୋତେ ବାନ୍ଧି ରଖିଛ।।

ମା ତୁମ ପରି କିଏ ହବ

ମା ତୁମ ପରି କିଏ ହବ।।

ଯେତେ ବଡ଼ ଦୁଃଖ ଆସିଲେ ଭି

ତୁମେ ସହି ପାର।।

ଆଖିରୁ ଝରିଲେ ଲୁହ ତୁମେ ପୋଛି ପାର।।

କେତେ ଜନମ ପରେ ମା ମୁଁ 

ପାଇଛି ତୁମକୁ ।।

ତୁମ ମମତାରେ ବାନ୍ଧି ହୋଇ  

ରହିଥିବି ମା ଯୁଗ ଯୁଗକୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍