STORYMIRROR

Dr Jharana Satapathy

Others

2  

Dr Jharana Satapathy

Others

ମା ଲକ୍ଷ୍ମୀ ବନ୍ଦନା

ମା ଲକ୍ଷ୍ମୀ ବନ୍ଦନା

1 min
1.9K


ମା ଲକ୍ଷ୍ମୀ ବନ୍ଦନା
ଘେନ ଗୋ ବିନତି ମା ପଦ୍ମାବତୀ
କମନୀୟ ଅଟେ ତୋର ରୂପକାନ୍ତି
ଗୁରୁବାରେ ପଡେ ତୋର ପୂଜା
ପଦ୍ମଫୁଲରେ ତୋର ସାଜସଜ୍ଜା
ଧନ,ଯନ ଗୋପଲକ୍ଷ୍ମୀରେ ଭରପୁର
ମା ତୁ ଅଟଇ ଏୈଶ୍ଚର୍ଯ୍ୟ ଭଣ୍ଡାର
କ୍ରୁପାଦୃଷ୍ଟି ରହିଥାଉ ମା ତୋର
ସଦାସର୍ବଦା ପ୍ରାଣିର ମଙ୍ଗଳ କର
ଡକ୍ଟର ଝରଣା ଶତପଥି
ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍