ମୄୄୄତ୍ୟୁର ଇତି
ମୄୄୄତ୍ୟୁର ଇତି
1 min
781
ମାନବ ହେଉ କି ଦେବତା
କାହା ପାଇଁ କେବେ ହେଈନି
ମୄୄୄୄତ୍ୟୁର ଇତି କି ସମାପ୍ତି ।
ଚାହିଁଥାଏ କରିବାକୁ
ଜୀବନର ଇତି ଆଉ ଇତି
ହେଲେ ତାକୁ ଆସେନାହିଁ ବିରକ୍ତି ॥
ଯେଉଁଠି ପଡୁଛି ପୁର୍ଣ୍ବଛେଦ
ସେଇଠୁ ଆରମ୍ଭ ଜୀବନର ଲକ୍ଷ୍ୟ
ଅନେକ ଘାତ ପ୍ରତିଘାତ ଡେଈଁ
ସଫଳ ହେବ ସବୁରି ଲକ୍ଷ୍ୟ ॥
