STORYMIRROR

Subal Routray

Others

2  

Subal Routray

Others

ଲୁହ ଲହର

ଲୁହ ଲହର

1 min
2.8K



******

ଯେତେ ଲୁହ ଢାଳିଲେ ବି ଗଂଗା ହେବ ନାହିଁ ,

ଯେତେ କୋହ ଉଠିଲେ ବି ଝଂଜା ହେବ ନାହିଁ ,

ଆଖିକୁ କରିଦେ ଏକ ମରୁ ମାଟି ଜ୍ବାଳା

ଆଉ ହୃଦକୁ ପାହାଡ ;

ଏତେ ଲୁହ କୋହ ନେଇ ଜୀଇଁ ବାରେ

ଏଠି ମୂଲ୍ୟ ନାହିଁ !



Rate this content
Log in