Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

2  

Dipti lekha Mishra

Others

ଲୋକଙ୍କ ଲେଖା

ଲୋକଙ୍କ ଲେଖା

1 min
193



ସମସ୍ତେ ନିଜ ମନ କଥା ଲେଖିପାରିବେ

ଏ କଥା କୁହନ୍ତି ମୋ ଜନମଦାତା

ହେଲେ ମୁଁ କହେ ନା

କେବେ ବି ସମ୍ଭବ ନୁହଁ

ସମସ୍ତେ କହିପାରିବେନି

କି ଲେଖିବି ପାରିବେନି

କେବଳ ଗାଳ୍ପିକ କବି ହିଁ

ସେଥିପାଇଁ ଜନ୍ମ ହୋଇଛନ୍ତି ॥


ଲୋକକଥା କି ଲୋକଗଳ୍ପ ଲେଖିବା

ପ୍ରଭୂଙ୍କ ବରଦାନ ମାନନ୍ତି ସର୍ବେ

ତାଙ୍କ କରୁଣା ବିନା ଅ ଅକ୍ଷର ବି

ହୁଏତ ଲେଖିବା କଷ୍ଟସାଧ୍ୟ ସର୍ବଦା ॥


ହୃଦ ସ୍ପନ୍ଦନ ଖାଲି ଯାହାର ଲେଖାପାଇଁ

ସେ ହିଁ ବିଭିନ୍ନ ପ୍ରକାର ଲେଖିପାରେ

ଯିଏ ଅନ୍ୟର କଥା ନିତି ବୁଝିପାରେ

ସେ ହିଁ ସତ୍ୟକୁ ବାହାରକୁ ଆଣିପାରେ ॥


Rate this content
Log in