STORYMIRROR

JAMINEE JYOTI JENA

Others

3  

JAMINEE JYOTI JENA

Others

"ଲଣ୍ଠନ"

"ଲଣ୍ଠନ"

1 min
173

ମୁଁ...କିଏ...? 

କଣ ମୋର ପରିଚୟ? 

ଅତୀତର 

ସେହି ଭଙ୍ଗା କାନ୍ଥରେ ହଜି ଯାଇଛି କି କୁହ? 

ଆଧୁନିକତାର ଚାଦର ଭିତରେ

ହଜାଇ ଦେଇଛି ପରିଚୟ ମୋର

 ହୋଇଛନ୍ତି ସବୁ ସାହେବ ହାକିମ

 ଭୁଲିଗଲେ କାହିଁ ମୋର ପରିଶ୍ରମ

ବାପା ମା ପରି ଭୂମିକା କରିଛି 

 ଶୀତ କାକରକୁ ହତାଦର କରି.

ନେହୁରା ହେଉଛି ବାବୁ ସାହେବ ହୋ.... 

ଆଦରର ମୁ ଯେ ସମ ଅଧିକାରୀ

ମୋ ଉଜ୍ୱଳତାକୁ ବଞ୍ଚାଇ ରଖିବ... ଜମାଇବ ନାହିଁ ଧୂଳି... 

ମନେରଖିଥିବ " ଲଣ୍ଠନ " ମୁଁ ଯେ....ନ ଯିବ ମନୁ ପାଶୋରି.. ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍