STORYMIRROR

Dipti lekha Mishra

Others

2  

Dipti lekha Mishra

Others

ଲକ୍ଷ୍ୟଭେଦ

ଲକ୍ଷ୍ୟଭେଦ

1 min
144

ଲକ୍ଷ୍ୟ ଭେଦ କରିବା ନୁହଁଇ ସହଜ

ଅଟେ ଏହା ବିଦ୍ୟା ଏକ

ଶିଖିବାକୁ ହେବ ଶିଶୁ ସମାଜକୁ

ଫାଇଦା ହେବ ଅନେକ ।


ଜୀବନରେ ଆମ ରଖ ହେ ଲକ୍ଷ୍ୟ

ସଭିଙ୍କ ମନ ଜିଣିବା

ସମୟର ଧ୍ୟାନ ରଖ ହେ ଶିଶୁ

ଜୟ ଲାଭ ଯେ କରିବା ।


ପାଠପଢାରେ ଲଗାଅ ମନ

ଆହେ ଆମ ଶିଶୁବୀର

ବାପାମାଆଙ୍କ କଥା ଶୁଣିବା

ଥାଉ ନିତି ପ୍ରଭୂବର ।



Rate this content
Log in