ଲକ୍ଷ୍ଯ
ଲକ୍ଷ୍ଯ
1 min
359
ଲକ୍ଷ୍ୟ ଶତ ପ୍ରତିଶତ
ବିନ୍ଧିବାକୁ ବିନ୍ଦୁ,
ବଳୟ ମଧ୍ୟର
ହୋଇପାରେ ଲକ୍ଷ୍ୟଚ୍ୟୁତ,
ହେଉ ବାରମ୍ବାର
ଅବିରତ,
ଚେଷ୍ଟା ରୁ ନହୁଅ ନିବୃତ୍ତ।
ଜିଜ୍ଞାସା ଓ ପ୍ରୟାସ
ହେଉପଛେ ଅପ୍ରାପ୍ତି ନିରାଶ
ଲକ୍ଷ୍ୟହୀନ ଜୀବନ,
ଗଭୀର ସମୁଦ୍ରେ ଯେହ୍ନେ
ନାବ ଭାସମାନ,
ନାବିକ ବିହୀନ।
