STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଲକ ଡାଉନ୍

ଲକ ଡାଉନ୍

1 min
197

କବିତା(ଲକ ଡାଉନ୍)

ଲକ ଡାଉନ୍ ସାରା ରାଜ୍ୟ ହୋଇଛି

ଜୀବନ ଜୀବିକା ସଙ୍କଟରେ ଅଛି

କରୋନା ଯେବେଠୁ ଆସିଛି

ଜୀବନେ ଭାରି ଭୟ ଲାଗୁଛି

ସବୁ କାମ ଏବେ ଘରେ ହେଉଛି

ପାଠ ପଢା ଏବେ ବନ୍ଦ ହୋଇଛି

ପିଲାମାନଙ୍କ ପଢ଼ାରେ ସଙ୍କଟ ଆସିଛି

ସ୍କୁଲ କଲେଜ ସବୁ ତାଲା ପଡିଛି

ସ୍ଵାସ୍ଥ୍ୟ ପାଇଁ ଏବେ ଚିନ୍ତା ବଢିଛି

ଘରେ ଘରେ ସ୍ଵାସ୍ଥ୍ୟ ପରୀକ୍ଷା ଚାଲିଛି

ସରକାର କରିଛନ୍ତି ନିୟମ ଆମ ପାଇଁ

ନିୟମ ମାନିଲେ ସୁରକ୍ଷିତ ହେବ ଭାଇ

ମାକ୍ସ ପିନ୍ଧିବାକୁ ଭୁଲିବା ନାହିଁ

ନିଜେ ସୁରକ୍ଷିତ ହେଲେ ରୋଗ ଯିବ ଦୂରେଇ



Rate this content
Log in