STORYMIRROR

Madhumita Mishra

Others

3.5  

Madhumita Mishra

Others

ଲକ୍ ଡାଉନ୍

ଲକ୍ ଡାଉନ୍

1 min
331


ପ୍ରଥମ ଦିନ..


ଅସୁବିଧା କିଛି ନାହିଁ..

ଅସୁବିଧା କିନ୍ତୁ ଅଛି..

ଆଉ କି ସୁବିଧା ରହିଛି..?

କରୋନା ପାଖେଇ ଆସୁଛି..!


ବିଦେଶୀ ବେମାରୀ ଇୟେ..

କିନ୍ତୁ ଦେଶରେ ରହିଛି..

କେଜାଣି କିପରି ଆସି..

ଦେଶରେ ବ୍ୟାପି ଚାଲିଛି..?


ସୁରକ୍ଷା ନାହିଁ ହାତରେ..

କିନ୍ତୁ ଅଛି ଯେ ପାଖରେ...

ସାମାଜିକ ଦୂର ହୋଇ..

ତାକୁ ଯେ ଦେବା ଦୂରେଇ..!


ତେଣୁ ଘରେ ଯେ ରହିବା..

ବାହାରକୁ ଆମେ ନ ଯିବା..

ପରିବାରକୁ ବଞ୍ଚେଇ..

ଦେଶକୁ ବି ବଞ୍ଚେଇବା..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍