Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Others

4  

Prabhati Mahapatra

Others

ଲିଭିଲା ପୁରୁଣା ସ୍ମୃତି

ଲିଭିଲା ପୁରୁଣା ସ୍ମୃତି

1 min
164



ଜୀବନଟା ଏଠି ଯନ୍ତ୍ରଣା ଭିତରେ

କିପରି ବିତିବ ଦିନ

କହି ହୁଏ ନାହିଁ ସହି ହୁଏ ନାହିଁ

ବ୍ୟତିବ୍ୟସ୍ତ ହୁଏ ମନ ।

କେତେ ଆନନ୍ଦରେ ପତ୍ନୀ ପୁତ୍ର ଧରି

ଭ୍ରମଣରେ ଥିଲେ ମଜ୍ଜି

ଆଜି ଏ କରୋନା ଯମ ପାଲଟିଛି

ଘରେ ପ୍ରାଣ ଯାଏ ସିଝି ।

ଏରୁଣ୍ଡି ଡେଇଁଲେ କରୋନା ଗ୍ରାସିବ

ଭୟେ ପ୍ରାଣୀ ଥରହର

ମଲ୍ କି ଅବା ହୋଟେଲ ସଉକ

ଉଦାସେ କରିଲେ ପର ।

ଅନଲାଇନ୍ ରେ ଅର୍ଡର କରିଲେ

ଯେତେ ସବୁ ଖାଦ୍ୟ ପେୟ

ପୁରୁଣା ଅଭ୍ୟାସ ପ୍ରତ୍ୟାଖ୍ୟାନ କରି

ଗୃହେ ମନ କଲେ ଥୟ ।



Rate this content
Log in