STORYMIRROR

Preeti padma Dash

Children Stories Tragedy

3  

Preeti padma Dash

Children Stories Tragedy

ଲେଖନି ମୂନ

ଲେଖନି ମୂନ

1 min
351

ଜହ୍ନ ସିନା ଲୁଚି ଯାଏ ଉଆଁସି ରାତିରେ

ସୂର୍ଯ୍ୟ ବି ତ ଲୁଚି ଯାଏ ଭସା ବାଦଲରେ।।  


     ଶାମୁକା ତ ହଜିଯାଏ ଦରିଆ କୂଳରେ

     ମନ ମୋର ହଜିଯାଏ ଅଲିଭା ଦାଗରେ।।


ଫୁଲ ସିଏ ଭୁଲି ଯାଏ ଭଅଁର ଚୁମିଲେ 

ଯଉବନ ଭୁଲିଯାଏ ବାର୍ଦ୍ଧକ୍ୟ ଆସିଲେ।।


     ଛାତିତଳ ଭିଜିଜାଏ ନୟନ ନିରରେ

     କବି ସବୁ ଲେଖିଯାଏ ଲେଖନୀ ମୂନରେ

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍