STORYMIRROR

Niranjan Sahu

Others

2  

Niranjan Sahu

Others

ଲେଖକ ମୁଁ

ଲେଖକ ମୁଁ

1 min
12.9K


ମାଷ୍ଟର୍ ଚାକରିଟେ କରିଛି ବୋଲି,,,

ଦେଢ ମାସ ଛୁଟି ପାଇଛି

ପ୍ରାତଃ ଭ୍ରମଣ ବି କରୁଛି

ଘର କାମ ସବୁ କରୁଛି

ତଥାପି ସମୟ ପାଉଛି

ସମୟ ବେଶି ପାଉଛି ବୋଲି

ଇଆଡୁ ସିଆଡୁ ଲେଖୁଛି

ଲେଖା ସରିଗଲେ ଖୁସିରେ ଖୁସିରେ

ଲେଖାଟିକୁ ପୋଷ୍ଟ କରୁଛି

ହେଲେ ମନରେ ଡାଉଟୁ ରହୁଛି

ମୋ ଲେଖା ଗୁଡିକ ମୋ ଭାଇ ମାନଙ୍କୁ

ଭଲ କି ଖରାପ ଲାଗୁଛି

ଯୋଉ ଭାଇମାନଙ୍କୁ ଲେଖା ଭଲ ଲାଗେ

ଧନ୍ୟବାଦ ଗୋଟେ ଦେଉଛି

ଯାହାକୁ ମୋ ଲେଖା ଖରାପ ଲାଗୁଛି

ହାତ ଯୋଡି କ୍ଷମା ମାଗୁଛି

ମୁହିଁ ନିରଞ୍ଜନ କରେ ନିବେଦନ

ଏତିକି କାମନା କରୁଛି

କ୍ଷମା କରିଦେବ ଏ ଛୋଟ ଭାଇକୁ

ନମସ୍କାର କରି ରହୁଛି……..


Rate this content
Log in