STORYMIRROR

Priyaranjan Biswal

Others

2  

Priyaranjan Biswal

Others

ଲଭ୍ Theory

ଲଭ୍ Theory

1 min
370

ବୈଜ୍ଞାନିକ କରି କରି Research

ପାଇଛନ୍ତି ଏବେ ଗୋଟେ ନୂଆ Result.


ପାଠ ପଢା ସହ ଏଠି ପ୍ରେମ ଜରୁରୀ

ଲେଖିନିଅ ଲେଖିନିଅ ନୂଆ Theory.


School, Collage ରେ ହେବ Love Class

 ପିଲାଙ୍କ Mind ହେବ ପୁରା Fresh.


Love ପାଇଁ ସର୍କାର ଆଣିବେ ନୂଆ Bill

 ଭାବ ଦିଆ ନିଆରେ ରହିବ ପୁଅ ଝିଅଙ୍କ Will.


Love ଯେବେ ହୋଇଯିବ College Syllabus

ପୁଅ ଝିଅ ସବୁ ହେବେ ପୁରା Relax.


ପ୍ରେମ ପାଠ ପଢିବେ ସଭିଏଁ ମନଦେଇ

କମିବ ଅପରାଧ ଯାହା ହେଉଛି ପ୍ରେମ ପାଇଁ।


Internet କରିବ ସବୁଠୁ ବଡ କାମ

ଯେବେ Net ରେ ଖୋଲା ହେବ Love.com


ପ୍ରେମ ଅଟେ ଏମିତିକା ଗୋଟେ Atom bomb

କ୍ଷଣକରେ ଦିଏ ସିଏ ମିଠା ବଦନାମ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍