Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Others

3  

ତାରାପ୍ରସାଦ ଜେନା

Others

ଲାଉଫୁଲ ଦାଉ ଦାଉ

ଲାଉଫୁଲ ଦାଉ ଦାଉ

1 min
250



ଲାଉଫୁଲ ଦାଉ ଦାଉ

କଜ୍ଜଳପାତିଆ ଭଦର ଲୋକଟା

ତୁଛା କଥା ରାଉ ରାଉ !


ଲାଉଫୁଲ ଦାଉ ଦାଉ

ଅଇଁଠା ଖିଆର କୁକୁର ପ୍ରକୃତି

ପଛେ ଆସି ଭାଉ ଭାଉ !


ଲାଉଫୁଲ ଦାଉ ଦାଉ

କିଛି ନ ଜାଣିକି ଦୁନିଆ ଜାଣିଛି

ସବୁ ମାରେ ଫାଉ ଫାଉ !


ଲାଉଫୁଲ ଦାଉ ଦାଉ

ଶବଦ ଲାଗୁନି ପଦ ବି ଛିଡୁନି

ମୁଣ୍ଡ ବିନ୍ଧେ ଗାଉ ଗାଉ !


ଲାଉଫୁଲ ଦାଉ ଦାଉ

ମଦରୁ ଟିକିଏ ଶୁଙ୍ଘିଲା ମାତ୍ରକେ

କେତେ ଚାଲେ ହାଉ ହାଉ !


ଲାଉଫୁଲ ଦାଉ ଦାଉ

ବୁଢ଼ା କାଳେ ପୁଣି ନାଳୁଆ ଢଙ୍ଗଟା

ଟୋକୀ ହେବ ଲାଉ ଲାଉ !


ଲାଉଫୁଲ ଦାଉ ଦାଉ

କଂସାରୀ ଘରର ପାରାକୁ ଶୁଣାଏ

କୁଲା ବଜା ଢାଉ ଢାଉ !




Rate this content
Log in