STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଲାଲ୍ ରଙ୍ଗ ହେଲାଣି କଳା

ଲାଲ୍ ରଙ୍ଗ ହେଲାଣି କଳା

1 min
12.1K

ଭଲ ପାଉଥିଲି ଗୋଟିଏ ପ୍ରକୄୄୄୄୄୄୄତିକୁ

ମନପ୍ରାଣ ମୋର ଦେଇ

ଆଜି ସେ ପ୍ରିୟା ପଡିଅଛି କଳା

ବଞ୍ଚି ମୁଁ ଯେ ନ ପାରଇ ॥


ଲାଲ୍ ରଙ୍ଗର ପ୍ରତୀକ ଥିଲା ଯିଏ

କୋରନା ପାଇଁ ହେଲା କଳା

ଭଲପାଈବା ତ ଦୂରର କଥା ଅଟେ

ଖୋଲିପାରୁନି ଏ ଆଖିଡୋଳା ॥


ସାହା ଏବେ ଖାଲି ହେ କଳାସାଆନ୍ତ

ତୁମେ ଏ କଳା କୁ ହୂଅ ମାଖି

ତୁମ ଦୂହେ କଳାରଙ୍ଗ ଦେଖିବାକୁ ସଦା

ଭଲପାଏ ମୋ ଆଖି ॥


ତୁମ ପାଇଁ ପରା ଚାଲିଛି ଏ ସଂସାର

ତୁମେ କଲ କିଆଁ ମାୟା

ଏତେ ରୋଷ ଆଉ ନ ଧର ହେ ନାଥ

ଦୂର କର କୋରନା ଛାୟା॥


Rate this content
Log in