ଲାଇଫ ଇଜ ବ୍ଲାଇଣ୍ଡ
ଲାଇଫ ଇଜ ବ୍ଲାଇଣ୍ଡ
1 min
338
"I"ଯଦି ମୁଁ ହୁଏ
" YOU" ମାନେ ତୁମେ
ତମେ କଣ ଭାବୁଅଛ
"WE" ମାନେ ଆମେ ?
"WE" ଯଦି ଆମେ ହେଲା
ଏକା ଏକା କିଆଁ
ଚାଲ ହାତ ଧରା ଧରି ହୋଇ
ମାରିବା ଆମେ ଡିଆଁ,
"THEY" ମାନେ ଦେଖୁଥିବେ
"WHAT" ବୋଲି କହୁଥିବେ
ସମସ୍ତେ "MAD" ହୋଇ
"LOVE" ବୋଲି କହୁଥିବେ,
"We" ଦୁହେଁ ବୁଲୁଥିବା
ଆକାଶରେ ଉଡୁଥିବା
ଦୁନିଆଁ କୁ ଦେଖେଇବା
ପ୍ରେମ ରେ କିଆଁ ଡରିବା,
LOVE IS BLIND ବନ୍ଧୁ
LOVE IS BLIND
ଠିକରେ ଚାଲିଲେ ଭଲ
ନହେଲେ LIFE IS BLIND
