STORYMIRROR

Niranjan Sahu

Others

2  

Niranjan Sahu

Others

କ୍ୟାମେରା ମେନ ବିଚରା

କ୍ୟାମେରା ମେନ ବିଚରା

1 min
13.7K


ରେଡି....

ୱାନ....

ଟୁ...

ଥ୍ରୀ....

ସ୍ମାଇଲ... ପ୍ଲିଜ...

ଏତ ଏକ କ୍ୟାମେରା ମ୍ୟାନର ନିତିଦିନିଆ କାମ....

କିନ୍ତୁ..ସେଇ କିଛି ସମୟରେ..

ଆମର ସ୍ମୃତିକୁ ବାନ୍ଧି ରଖିଦିଏ...

ଆଉ ଯଦି ସେ ସ୍ମୃତି ...

କେବେ ହାତରେ ପଡ଼ିଯାଏ ନା...

ଦେହରେ ଶିହରଣ ସୃଷ୍ଟି ହୁଏ..

ଆଉ ମନେ ପଡିଯାଏ ଅତୀତ କଥା...

ମନରେ ପ୍ରଶ୍ନ କିଛି ଗୁଞ୍ଜରିତ ହୁଏ..

ସତରେ ମୁଁ କ’ଣ ଏମିତି ଥିଲି..

ସତରେ ସେ ସମୟ କେତେ ଭଲ ଥିଲା..

ଆଉ ଫେରିବନି....

କିନ୍ତୁ ତାହାକୁ ମନେ ପଡେନି..

ଯିଏ କି ଦିନେ ତୁମ ମୁହଁରେ..

ହସ ଟିକିଏ ଫୁଟେଇବାକୁ..

ଅନୁରୋଧ କରିଥିଲେ...

ଏହା କହି ଯେ...

ସ୍ମାଇଲ ପ୍ଲିଜ....

ବିଚରା.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍