STORYMIRROR

Disambar Meher

Others

3  

Disambar Meher

Others

କୁଷ୍ନ ମହାପୁରୁ

କୁଷ୍ନ ମହାପୁରୁ

1 min
14.3K


ଗନ୍ଚା ଦେଖି ଆଇଛେ

କେତେ ଦୁରୁ ହୋ

କୁଷ୍ନ ମହାପୁରୁ ହୋ

କୁଷ୍ନ ପୁରୁ ହୋ

ନାଇଁ ଆନି ଫୁଲାଲିଆ

ନାଇଁ ଆନି ମୁଁଇ ନଡିଆ

ଖୁଲା ହାତେ ଧାଇଁ ଧାଇଁ

ଆଇଛେ ରେ କାଲିଆ

ମୁଁ ଆଇଛେ ବଡା ଦୁରୁ ହୋ

ପାଦେ ଚାଲିଚାଲି

ତୁଇ ବସିଛୁ ରଥେ ହୋ

ଆଊଛୁ ହଲିଝୁଲି

ମୁଁଇ ଗନ୍ଧୁଛେ ଗନ୍ଧରୀ ଗନ୍ଧରୀ

ତୁଇ ବାସୁଛୁ ତୁଲସୀ

କେତେ ସର୍ଧାନେ ଆଉଛ ହୋ

ଡାକିଛେ ବୋଲି ମାଏସୀ

ଦୁଲ୍ କି ଯାଉଛେ ଘଁଟ୍ ଶଁକ୍

ତୁଇ ହସୁଛୁ ମୁଲ୍ ମୁଲ୍

ସତେ ହୋ କିଏ ହେବା

ଇ କୁଷ୍ନ ମହାପୁରୁ ସନେ ତୁଲ୍ ।

ଡିସମ୍ବର ମେହେର

ଗଣ୍ଡାବାହାଲି ନୂଆପଡା


Rate this content
Log in