କୁନିକୁନି କଳି
କୁନିକୁନି କଳି
1 min
395
କୁନିକୁନି କଳି ଆମେ ତରୁଣକାନ୍ତି
ସ୍ନେହ ଶ୍ରଦ୍ଧା ଓ ଆଦର ଆଦରି
ସତରେ ଭାରି ଖୁସି ଏ ଧରଣୀରେ
ଅରୁଣ ତରୁଣ ମରୁଭୂମିରେ
ଆମେ ଦେଖିବା ସୁନେଲି ଧରଣୀ
ହସି ହସାଇବା ଆମେ ଦେଖିବା ସୁନେଲି ରାଣୀ।୧।
ଆମେ କୁନିକୁନି ଚୁଲବୁଲି ଧନରେ
ଆମ ପରି କେହି ନାହିଁରେ
ଆମେ ସବୁ ଶୁଣୁ ଗୁଣୁଗୁଣୁରେ
ଆମେ ସହିତ ମିଶି ଖିଲିଖିଲି ହସରେ
ଆମେ ଯେଉଁଠୁ ପାଉ ସ୍ନେହ ଆଦର
ଆମେ ଆନନ୍ଦରେ ହେଉ ଵିଭୋର
ଆମେ କୁନିକୁନି ଚୁଲବୁଲି କଳିରେ।୨।
