କୁମ୍ଭାର ମାଟି ମୋ ମାଟି
କୁମ୍ଭାର ମାଟି ମୋ ମାଟି
1 min
126
କୁମ୍ଭାର ମାଟି ମୋ ମାଟି କରିଅଛି
ସୃଷ୍ଟି ଜଗତରେ
ରହି l
କରୁଣା ଲଭିଛି କୁମ୍ଭାରକୁ ପାଇ
ଧନ୍ୟ ମହିମା ଗାଇ l
ଧନ୍ୟ ମା
ମାଟି
ମା
ତୋର
କୃପା
ବଳ
ମହିମା ଜାଗ୍ରତ କରେ ସୁନା ପାଲଟାଇ ବିଶ୍ୱାସକୁ କରୁ ସମତୁଲ l
କୁମ୍ଭ ହାଣ୍ଡି ଗଢିବାକୁ
ସମର୍ଥ ଲଭଇ ଜଗତେ ପୁରିଛି ଧନ୍ୟ l
ଲୋକ ହିତ ପାଇଁ କୁମ୍ଭ ପାଇଥାଏ ଜଗତରେ ବହୁ ମାନ୍ୟ l
