Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Others

3  

ବୀରେନ୍ କୁମାର ବେହେରା

Others

କୁହ ଆହେ ଜଗନ୍ନାଥ

କୁହ ଆହେ ଜଗନ୍ନାଥ

1 min
6.9K


ଗୁଣ୍ଡିଚାଯାତରେ ଝିପିଝିପି ବର୍ଷା,

ତୁମକୁ କଲା ସ୍ୱାଗତ ।

ବାହୁଡାରେ କାହିଁ ଲହଡି ଭାଙ୍ଗିଲା ,

ଦେଖିଲା ସଭିଙ୍କ ନେତ୍ର ?

ବରୁଣ ଦେବତା ଆସିଲେକି ଉଠି,

ଦେଖିବାକୁ ତୁମ ଯାତ?

ତେଣୁ ବୁଡିଗଲା ତିନିଫୁଟ ଯାଏ,

ଭାଇଭଉଣୀଙ୍କ ରଥ ।।

ଭକ୍ତଗଣ ଦେଖି ଈର୍ଷା ବହିଲାକି,

ଇନ୍ଦ୍ରଦେବଙ୍କର ଚିତ୍ତ ?

ଭକ୍ତଙ୍କୁ ତଡିବା ନିମନ୍ତେ କି ବର୍ଷା,

ରୂପ ନେଲା ଅବପାତ ?

ରଥଟଣା ବେଳେ ଆକାଶ କିପରି,

ହୋଇଗଲା ମେଘମୁକ୍ତ ?

ଜଗତକର୍ତ୍ତାଙ୍କ ରଥଟଣା ଦେଖି,

ଇନ୍ଦ୍ର ହୋଇଲେକି ଶାନ୍ତ ?

ଏସବୁ ପ୍ରଶ୍ନରେ ଛନ୍ଦି ମୁଁ ହୋଇଛି,

ଆହେ ଦୁଃଖୀରଙ୍କି ମିତ ।

କିପରି ପାଇବି ପ୍ରଶ୍ନର ଉତ୍ତର,

କୁହ ଆହେ ଜଗନ୍ନାଥ ?


ବୀରେନ୍ କୁମାର ବେହେରା

ପୋଷାଇ, ମହାକାଳପଡା, କେନ୍ଦ୍ରାପଡା

ପିନ୍-754224

email- beherabirenkumar65@gmail.com

Phone-7381199206


Rate this content
Log in