STORYMIRROR

puspanjali das

Others

3  

puspanjali das

Others

କଥା ଦେଇ ଦେଇ...

କଥା ଦେଇ ଦେଇ...

1 min
214

ନିଜ ପାଖେ ନିଜେ 

   କଥା ଦେଇ ଦେଇ,

ଥକି ପଡିଲିଣି ମୁହିଁ....

କର୍ତ୍ତବ୍ୟର ଦ୍ୱାହି 

    ଦେଇ ତ ଭାଙ୍ଗୁଛି

କେତେ ଥର ମନେ ନାହିଁ!!

ସମାଜ ଟାଣିଛି

     ଲକ୍ଷ୍ମଣର ରେଖା

ଶିକୁଳିଟା ଦିଶେ ନାହିଁ!!

ଆଉ କାହାକୁ ମୁଁ 

     କଥା କିବା ଦେବି

ନିଜ ପାଖେ ନିଜେ 

ଛିଡା ଯେ ହୋଇଛି

     ଦୋଷୀଟିଏ ହୋଇ ମୁହିଁ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍