STORYMIRROR

jagabandhu sahu

Others

3  

jagabandhu sahu

Others

କରୁଛି ମୁଁ ପ୍ରାୟଶ୍ଚିତ

କରୁଛି ମୁଁ ପ୍ରାୟଶ୍ଚିତ

1 min
162

ଭାଙ୍ଗିଲୁ ହୃଦୟ ଭାବି କାଚଘର

   ଭାବିଲୁନି ଆଗ ପଛ

ପ୍ରେମ ମାଗିଥିଲି ପ୍ରତାରଣା ଦେଲୁ

    କରୁଅଛି ପ୍ରାୟଶ୍ଚିତ

ଦେଇଥିଲୁ କଥା ଛୁଇଁ ମୋର ମଥା

    ରହିବାକୁ ସାଥୀ ହୋଇ

ଜନ୍ମ ଜନ୍ମର ଏ ପ୍ରେମ ସମ୍ପର୍କକୁ

    ଚାଲିଗଲୁ ଭାଙ୍ଗିଦେଇ

କୋଉ ରାଜା ପୁଅ କରିଲାକି ଗୁଣି

    ସ୍ବପ୍ନ ମୋର କଲୁ ଚୁନା

ସଦା ସୁହାଗିନୀ ହୋଇ ରହିଥାଲୋ

    କରୁଅଛି ତୋତେ କ୍ଷମା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ