କୃତଜ୍ଞତା
କୃତଜ୍ଞତା
କୃତଜ୍ଞତା
°°°°°°°°°°
କୃତଜ୍ଞ ହୋଇଥିବାରୁ
ସେହି କୃତଜ୍ଞତା ମୋତେ
ଆହୁରି ଅଧିକ ସତ୍ୟପୂର୍ଣ୍ଣ
ଏବଂ ନିର୍ମଳ କରେ
ଗଭୀର କୃତଜ୍ଞତା ଓ
ସାଧୁ ମନୋଭାବ ସହିତ
ଶିଖେ ମୁଁ ବିନମ୍ରତା
ଯାହାକି ଉଜ୍ବଳିତ କରେ
ମୋର ସହଜାତ ଦିବ୍ୟତା
କୃତଜ୍ଞତା କରେ ମୋତେ
ସାହାଯ୍ୟ ଦେବାକୁ
ଅନୁମତି ବାହାରି ଯିବା
ପାଇଁ ମୋର ସ୍ୱାର୍ଥପର
ଅହମିକାକୁ ଏବଂ ମୋର
ଔଦ୍ଧତ୍ୟପୂର୍ଣ୍ଣ ଦାମ୍ଭିକତାକୁ
ଦିଏ ଏହା ଅନୁମତି କିଛି
ସୂର୍ଯ୍ୟରଶ୍ମିକୁ ହେବାପାଇଁ
ବିଛୁରିତ ମୋର ମାନବତା
ଉପରେ
ବିନମ୍ର କୃତଜ୍ଞତା ଧୋଇ
ନେଇଯାଏ ମୋର
ମଇଳା ସ୍ୱାର୍ଥପରତା, ଔଦ୍ଧତ୍ୟ
ଓ ଧୃଷ୍ଟତାର
କୃତଜ୍ଞତା ମୋର ହୃଦୟକୁ
କରେ ପ୍ରସାରିତ
ବଡ଼ ଓ ମହତ୍ତ୍ୱପୂର୍ଣ୍ଣ
ତିଆରି କରି ମୋତେ
ଜଣେ ଉତ୍କୃଷ୍ଟତର ମାନବ
ଦୟାର୍ଦ ଓ ସୁସ୍ଥ ମସ୍ତିଷ୍କଯୁକ୍ତ
[ Poem "Gratefulness"
written by Bhagirath
Choudhary and translated in Odia
Language by ©Abadhoot Panda,
Cuttack,Odisha ]
