Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

padmaja pati

Others

3  

padmaja pati

Others

କରୋନାକୁ ଦେବା ବାନ୍ଧି

କରୋନାକୁ ଦେବା ବାନ୍ଧି

1 min
11.6K


ଆୟୁର୍ବେଦ ଆମ ପୃଥିବୀ ପ୍ରସିଦ୍ଧ

ଘରେ ଘରେ ପରିଚିତ,

ହାତପାଆନ୍ତାରେ ରହିଛି ଔଷଧ

ହୋଇଛି ସେ ପରୀକ୍ଷିତ l


ଆୟୁଷ ମନ୍ତ୍ରଣାଳୟ ବତାଉଛି

ରୋଗ ନିବାରଣ ପଥ,

ଖାଦ୍ୟ ହିଁ ଔଷଧ, ଔଷଧ ହିଁ ଖାଦ୍ୟ

ଏହା ତ ନିରାଟ ସତ l


ରୋଗ ପ୍ରତିରୋଧ କ୍ଷମତା ବଢିବ

ଖାଇଲେ ତା ' ଅନୁସାରେ,

ହାରିବ କରୋନା, ଜିତିବ ମଣିଷ

ନିଶ୍ଚୟ ଏ ସଂସାରରେ l


ଗାଁ ଗଣ୍ଡାଠାରୁ, ସହର ବଜ଼ାର

ଯେତେ ଅଛି ଗଳିକନ୍ଦି,

ଘରକୁ ଘର ସେ ପାରିବନି ଡେଇଁ

କରୋନାକୁ ଦେବା ବାନ୍ଧି l


Rate this content
Log in