STORYMIRROR

DEEPAK KUMAR PATRA

Others

3  

DEEPAK KUMAR PATRA

Others

କରୋନା

କରୋନା

1 min
146

କରୋନା କରୋନା ହୁରି ପଡୁଛେ

ଦେଶ ରାଏଜ ଗାଁ ସହର

ସରକାର ବାହାଦୂର ଘୋଷନା କରିଛନ

କେନ୍ ଘରୁ ନାଇଁ ବାହାର ।।


ସକାଲୁ ସକାଲୁ ଗାଧିବୁଡି କରି 

ଫୁଲ ପାଏନ ସାଙ୍ଗେ ଭଗବାନ କେ କର୍ ଜୁହାର

ଘରେ ଯାଏଁଟା ବି ଅଛେ ଖାଇ ଖୁଆକରି

ଘର ଭିତରେ ଟିକେ ଠହର

କେନ୍ ଘରୁ ନାଇଁ ବାହାର ।।


ବିଶ୍ୱ ମହାମାରୀ ଘୋଷନା କରିଛନ

ନାଇଁ ନ ପରେ ତାର ପ୍ରତିକାର

ସଚେତନ କରୁଛନ୍ ସବୁବେଳେ ଆମକୁ 

ବାହାରୁ ଆସଲେ ହାତ ଧୁଅ ସଭେଁ

ମାସ୍କ ଆଉ ସାନିଟାଇଜର ବ୍ୟବହାର କର

କେନ୍ ଘରୁ ନାଇଁ ବାହାର ।।


ନିଜକେ ବଚେଇ ସମକୁ ବଚାମା

ସଭେ ଲୂକ କରଫୁ କେ ସମର୍ଥନ କର

ଏକ ଜୁଟହେଇ ଇ ସମିଆଁ ଥି 

କରୋନା କେ କରମା ହତାଦର  

କେନ୍ ଘରୁ ନାଇଁ ବାହାର ।।


Rate this content
Log in