Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Others

3  

Pinku Ranbida

Others

କରୋନା

କରୋନା

1 min
161


ବାହାରୁ ଆସି ଆମର୍ ଦେଶ୍'କେ

   କରିଦେଲୁ ଛାର୍'ଖାର୍,

କାହିଁ ଆଏଲୁ କରୋନା ବେମରା

 ସବୁ ହେଇଗଲା ନାର୍'ଖାର୍ ।


ଲକଡାଉନ୍,ସଟର୍ ଡାଉନ୍ ହେଇଗଲା

   ତୋର୍ ଲାଗି ବଲିକରି,

 ମୁନୁଷ୍ ମାନଙ୍କୁ ଘାଟିସାନି ମାରୁଛୁ

  କେତେ ଦୁଃଖ୍ ଦେଇକରି ।


ଘର୍'କେ କେହିଁ ଯାଇନାଇଁ ପାରବାର୍

  ଯେନର୍ ଟା ସେନ ରହେଲେ,

କାମ୍ କବାର୍ ସବୁ ବନ୍ଦ୍ ହେଇଗଲା

 ତୋର୍ ଲାଗି କେତେ ଦୁଃଖ୍ ପାଏଲେ ।


ହାଏରେ କରୋନା ସବୁ କରିଦେଲୁ ଛିନା

   ରାସ୍ତା,ଘାଟ୍ ଗାଡି,ମଟର୍,

ଟିକେ ହେଲେ ଭି ମୁନୁଷ୍ ମାନଙ୍କୁ

  ନାଇଁ ଲାଗୁଛେ ତତେ ଡର୍ ।


ତୋର୍ ମନ୍'ମାନୀ କର୍'ଲୁ ସବୁକିଛି

  ପରିବାର୍'କେ ଦେଲୁ ଛଡେଇ,

ପୁଓ କେ ଆଏଜ୍ ମାଆ ନୁରୁଛୁ କେତେ

 କେଭେ ଆଏବା ବଲି ଘର୍'କେ ଧାଇ ।


ମୁନୁଷର୍ ପେଟେ ଲାତ୍ ମାରିଦେଲୁ

 ଦାନା ପାଣୀ ନେଲୁ ଛଡେଇ,

ଭୁତ୍ ହେଉକି,ରକ୍ଷସ୍ ହେଉରେ ତୁଇଁ

  ସମ୍'କୁ ରଖିଛୁ ଡରେଇ ।


ହାଏରେ କରୋନା ତୋର୍ ଭି ଦିନ୍ ଆଏବା

    ତୁଇଁ ଭି ଦିନେ ମର୍'ବୁ,

ମୁନୁଷ୍ ମାନଙ୍କୁ ଯେତେ ହଏରାନ୍ କରିଛୁ

   ତାର୍ ଫଲ୍ ଦିନେ ପାଏବୁ ।


Rate this content
Log in