STORYMIRROR

Bidulata Sahoo

Others

3  

Bidulata Sahoo

Others

କରୋନା ତୁ ଯା

କରୋନା ତୁ ଯା

1 min
211


ବହୁତ ଦିନ ହେଲା କରୋନା ଦେଖାଉଥିଲୁ ଭାଉ,

ଟୀକା ତୋ ଏବେ ଆସିଗଲାଣି ଭାଉତୋହର ଥାଉ |

ପଢ଼ିନଥିଲୁ ତୋ ପାଠ ବୋଲି କରିଲୁ ବହୁକ୍ଷତି,

ତୋ ପାଠ ପଢ଼ି ବୁଝିଲୁ ଏବେ ତୋହର କରାମତି |

ଟୀକାକୁ ନେବୁ ମାସ୍କ ପିନ୍ଧିବୁ ରହିବୁ ଦୂରେଦୂରେ,

ଗହଳିସ୍ଥାନ ଯିବୁ ନାହିଁ କି ଡାକିବୁ ନାହିଁ ତୋରେ |

ଔଷଧ ଏବେ ଆସିଗଲାଣି ନାହିଁ ଆମର ଭୀତି,|

କରୋନା ଏବେ ଫେରିଯାଆତୁ ବିଶ୍ୱେ ଆସୁ ଶାନ୍ତି |

ଆମ ମୁଖରୁ ହସ ନେଇ ତୋ ମୁଖରେ ଥିଲା ହସ,

ଏବେ କରୋନା ଆମେରେ ତୋତେ କରିବୁ ନିଶ୍ଚେ ବଶ |


Rate this content
Log in