STORYMIRROR

Arendra Kumar

Others

3  

Arendra Kumar

Others

କ୍ରୋଧ

କ୍ରୋଧ

1 min
137

ଆଜି ମୁଁ ନିଜକୁ ନିଜେ ଶ୍ରେଷ୍ଠ ମଣି

କ୍ରୋଧକୁ କରିଛି ଆପଣା

ଦୁନିଆରେ ମୁଁ ଶ୍ରେଷ୍ଠ ମୂର୍ଖେ ଗଣା

ସେକଥା ମୋତେ ଅଜଣା ।


କ୍ରୋଧେ ସର୍ବନାଶ କ୍ରୋଧରେ ବିନାଶ

ନବୁଝି ପରିଣ ତିଳେ

ସ୍ୱାର୍ଥ ଘୃତ ଢାଳି କ୍ରୋଧର ଅଗ୍ନିରେ

ନିଜକୁ ନିଜେ ମୁଁ ଜାଳେ ।



Rate this content
Log in