Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DAYANIDHI BAGARTEE

Others

3  

DAYANIDHI BAGARTEE

Others

କ୍ରୋଧ

କ୍ରୋଧ

1 min
259


            

        

କ୍ରୋଧ କି ପାଇଁ ଜାତ ହୁଏ

         କିଏ ମତେ କହିବକି

ସତେ କଣ ଇଏ ପ୍ରେମର ଅଶାନ୍ତ ରୂପ

      କିଏ ମତେ ବୁଝାଇ ଦବକି  |

ଯେଉଁ ହୃଦୟରେ ଥାଏ ପ୍ରେମ

    ସେଇ ହୃଦୟରେ କେବେ କ୍ରୋଧ କାହିଁକି

ପ୍ରେମ କ୍ରୋଧ କଣ ମୁଦ୍ରାର ଦୁଇ ପାର୍ଶ୍ୱ

     କିଏ ମତେ ବୁଝାଇ ଦବକି  |

ନବ ସଂପର୍କ ବନାଇ ଦିଏ

   ସେତ ପ୍ରେମ ଅଟଇ

ଦୃଢ ସଂପର୍କ ବି ଭାଙ୍ଗିଦିଏ

      ସେତ କ୍ରୋଧ ଅଟଇ   |

ଯେଉଁଠି ପ୍ରେମ ପ୍ରେମ ପ୍ରେମ ପ୍ରେମ

      ସେଠି କ୍ରୋଧ କେବେ କାହିଁକି

ସତେକି ପ୍ରେମ କ୍ରୋଧ ଉଭୟେ 

     ହୃଦୟର ସନ୍ତୁଳନ ପାଇଁ କି  |

     



Rate this content
Log in