STORYMIRROR

Alhadini Panigrahi dash

Others

3  

Alhadini Panigrahi dash

Others

କ୍ରିକେଟ ଖେଳ

କ୍ରିକେଟ ଖେଳ

1 min
345

ପିଲା ଠାରୁ ବୁଢା ସଭିଙ୍କର ପ୍ରିୟ ,

କ୍ରିକେଟ ଖେଳରେ ସବୁରି ଲୟ,

ଟି. ଭି. ଆଗରେ ଯାଇଥାନ୍ତି ବସି,

ଖେଳ ଦେଖିବାକୁ ମନ ଅଥୟ ।


ସାରା ବିଶ୍ବରେ ପଡିଛି ଚହଳ,

ଚର୍ଚ୍ଚା ଚାରିଆଡେ ବିଶ୍ଵକପରେ,

ଉତ୍ସୁକ ନେତ୍ରରେ ଚାହିଁଛି ବିଶ୍ବ ,

ଜିତ୍ ହେବ କାର,ହେବ କା ହାର ।


ଆଶା କରିଅଛୁଁ କୋଟି ଭାରତୀୟ,

ଭାରତର ଦଳ ନିଶ୍ଚେ ଜିତିବ,

ଇଂଲଣ୍ଡ ମାଟିରେ ତ୍ରିରଙ୍ଗା ପଡିବ,

ବିଶ୍ବକପ୍ ଆମ ଦେଶ ଆଣିବ ।



Rate this content
Log in