STORYMIRROR

Kumarlal Rana

Others

2  

Kumarlal Rana

Others

କରିଛି ଜାଗ୍ରତ ମାଟି

କରିଛି ଜାଗ୍ରତ ମାଟି

1 min
93

କରିଛି ଜାଗ୍ରତ ମାଟି କୁମ୍ଭାରକୁ ଆଣି l

ଧରି ନୀରିମଳ ଶୁଦ୍ଧ ଗଙ୍ଗା ଧାରପାଣି l

ବତାଇ ଦିଅନ୍ତି ହାତେ  କୌଶଳ ବିଜ୍ଞାନ l

ହାଣ୍ଡି କଳସ ବାବୁରେ କରିବୁ ନିର୍ମାଣ l

ଶୁଦ୍ଧ ମାଟିର ସାହାସେକୁମ୍ଭ   ଗଢ଼ି ଦେଇ l

ବିଜ୍ଞାନ ଯୁଗର ବାର୍ତ୍ତା   ଦେଇଛି ଫିଟାଇ l

ଅଷ୍ଟଚକ୍ରର     ପ୍ରଭାରେ   କୁମ୍ଭାର  ଜଗତ l

ପୂରିଅଛି   କୁମ୍ଭ କଳସର ପୁଣ୍ୟ   ମତ l


Rate this content
Log in