STORYMIRROR

Ramesh Lenka

Others

3  

Ramesh Lenka

Others

କର ଉଦ୍ଧାର

କର ଉଦ୍ଧାର

1 min
179


    ବଡଦାଣ୍ଡୁ ଶ୍ରୀମନ୍ଦିର ଯେତିକି ଦୂର

    ଶ୍ରୀପୟରୁ ମନ ମୋର ସେତିକି ଦୂର ।ଘୋଷା।

     ନିଶ୍ବାସେ ଅଛୁ କି ପ୍ରଶ୍ବାସେ ଅଛୁ

     ହସରେ ଅଛୁ କି ଲୁହରେ ଅଛୁ

     ହୃଦେ ବସିଚୁ କି ମନେ ବସିଚୁ

     ଭଲ ପାଉଚୁ କି ଘୃଣା କରୁଛୁ

  କଳିରେ ଜନ୍ମ ଦେଇ   ନିଷ୍ଠୁର ହେଲୁ ତୁହି

    ଭରିଦେଲୁ ମୁଖେମୋର ମିଛ ଜହର ।

    ବଡଦାଣ୍ଡୁ ଶ୍ରୀମନ୍ଦିର


      ସତ କହୁଚି କି ମିଛ କହୁଚି

     ପାପ କରୁଚି କି ପୂଣ୍ୟ କରୁଚି

     ତୋ ଚକାଆଖିରେ ସବୁ ଦେଖୁଚୁ

     ଲେଖି ମୋ ହିସାବ ସବୁ ରଖୁଚୁ

  ନର୍କ ଯିବି କି ମୁହିଁ   କି ସ୍ବର୍ଗ ଯିବି ତହିଁ

    ଛିଞ୍ଚି ତୋର କୃପା ନୀର କର ଉଦ୍ଧାର ।

    ବଡଦାଣ୍ଡୁ ଶ୍ରୀମନ୍ଦିର

     

        


Rate this content
Log in