STORYMIRROR

Dharitri Mallick

Others

4.0  

Dharitri Mallick

Others

କପଟୀ ମିତ୍ର

କପଟୀ ମିତ୍ର

1 min
2.3K


ଅତି ଘନିଷ୍ଟ ସାଙ୍ଗ ହୋଇ,

ମରମ ଜାଣି ଯଦି ଦିଏ ଧୋକା,

ସେ ଭଳିଆ ସାଙ୍ଗ ଜୀବନେ ନ ରହିବା ଭଲ ।

ଶତ୍ରୁ ସଙ୍ଗେ ମିତ୍ର ଆଉ ମିତ୍ର ସଙ୍ଗେ ଛଦ୍ମ ବେଶ ।

ଏଭଳି କପଟୀକୁ ଭଗବାନ ଦିଅନ୍ତି ଧୋକା ଆଉ ଦଣ୍ଡ ।

(© ଧରିତ୍ରୀ )


Rate this content
Log in