STORYMIRROR

Apalata Aruk

Others

4  

Apalata Aruk

Others

କୋଟି ପ୍ରଣିପାତ ମୋର

କୋଟି ପ୍ରଣିପାତ ମୋର

1 min
805

ମାତୃଭୂମିର ମାନ ରଖିବାକୁ

ସମର୍ପିପାରେ ଯେ କୁଳ ପ୍ରଦୀପକୁ

କଲ୍ୟାଣମୟୀ ସେ ବିଶ୍ୱଜନନୀକୁ

କୋଟି ପ୍ରଣିପାତ ମୋର,


ସ୍ୱଦେଶକୁ ଯିଏ ଭାବି ସ୍ୱର୍ଗପୁର,

ତା' ଲାଗି ଅର୍ପିଛି ସୁହାଗ ସିନ୍ଦୂର

ଚିର ବନ୍ଦନୀୟା ସେ ବୀର ନାରୀକୁ

ପ୍ରଣାମ ମୋ ବାରମ୍ବାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍