Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

3  

Dipti lekha Mishra

Others

କୋରନା ଭୟ

କୋରନା ଭୟ

1 min
11.9K


କୋରନା ଭୟରେ ଆମ ଚୁଆଁଟୁଇଁ

ରହିଲେ ପେଡି ଭିତରେ

ବାହାରକୁ ଟିକେ ଉଣ୍ତି ଦେଖୁଛନ୍ତି

କିଏ ଅଛି ଭାବି ବାହାରେ ।


ଟୁଆଁ କହିଲା ଟୁଇଁକୁ

ଆମେ ଜମା ଯିବାନି

ଟୁଇଁ କହିଲା ହଁ ଧନ

ଏ ଭିତରୁ ବାହାରିବାନି ।


ସାନିଟାଇଜର ଧରି ହାତରେ

ତାଳି ଦେଉଛନ୍ତି ଦୁହେଁ

ଖାଇବା ପିଈବା ଭୁଲିଯାଇଛନ୍ତି

ବଞ୍ଚିବେ କେମିତି ଦୁହେଁ ?


କିଏ କହିଲେ ବି ଶୁଣୁ ଯେ ନାହାଁନ୍ତି

ପାଦ କାଢନ୍ତିନି ଜମା

ଆଉ କେତେଦିନ ଘାଣ୍ଟିବ କୋରନା

ପ୍ରଭୂଙ୍କୁ ମାଗନ୍ତୀ ବୀମା ॥


Rate this content
Log in