STORYMIRROR

Prafulla Kumar Tripathy

Others

3  

Prafulla Kumar Tripathy

Others

କୋଇଲି

କୋଇଲି

1 min
378

କୋଇଲିଲୋ.....

କାହିଁକି କୋଉ ଗୀତ ଗାଉଛୁ ?

ତୋ ଗୀତ ଏଠି କିଏ ଶୁଣୁଛି !

ତୁ କି ଜାଣିନୁଲୋ....କୋଇଲି

ଏଠି ସଭିଙ୍କ ଜୀବନ

ଏଠି ଜଞ୍ଜାଳରେ ଭର୍ତ୍ତି 

ଏଇ ଜଗତି କରଣ 

ମଣିଷଙ୍କ ଲାଗି

ତୋ ଗୀତ ଶୁଣିବା ଲାଗି

କାହାପାଖେ ସମୟ ନାହିଁ 

ମୋ କଥା ଶୁଣି

ଉଡି ଯାଲ କୋଇଲି

ଏମିତି ଦେଶକୁ ଏମିତି ଗାଁ କୁ 

ଯୋଉଠି ତୋ ଧାତବ କଣ୍ଠରେ

ବନ୍ଧା ପଡିନଥିବ ତୋ ସୁମୁଧର କଣ୍ଠଟି

ନିଜ ସ୍ବର ଲାଳିତ୍ୟରେ

ନିଜେ ମଗ୍ନ ହୋଇ

ତୁ ଗାଉଥିବା ଗୀତ

ସମୟକୁ ଶୁଣେଇ ଚେତେଇଦେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍