STORYMIRROR

Srinibas Mahalik

Others

2  

Srinibas Mahalik

Others

କଂଟ୍ରୋଭର୍ସି

କଂଟ୍ରୋଭର୍ସି

1 min
2.5K


ରେଲିଯିଅନ୍ ଓ ରିଜର୍ବରେସନ୍

ଉଠିଲେ ଏଦୁଇ କଥା

ନାନାଦି ପ୍ରକାର ମତ ସୃଷ୍ଟି ହୋଇ

କଂଟ୍ରୋଭର୍ସି ଟେକେ ମଥା ।।

ଝିଅଙ୍କର ପିନ୍ଧା ପୋଷାକକୁ ନେଇ

ଦେବ ଯଦି କିଛି ମତ

ସାଙ୍ଘାତିକ ଭାବେ ସେକଥାକୁ ନେଇ

ଯୁକ୍ତିତର୍କ ହେବା ସତ ।।

ଯେକୈାଣସି ରାଜନୈତିକ ଦଳର

କହିଦେବ ଯଦି ଖୁଣ

କ୍ରିଟିସାଇଜ୍ ପାଇଁ ଦଉଡି ଆସିବେ

ମୁର୍ଖ ଅଶିକ୍ଷିତଗଣ ।।

ମନ୍ତବ୍ୟ ଦେଇକି ଶୂନ୍ୟରେ କାହିଁକିଁ

ସିଝାଇବା କୁହ ଗାଲ

ଏହି ଚାରୋଟିରୁ ଯେତିକି ସମ୍ଭବ

ଦୂରେଇ ରହିବା ଭଲ ।।



@ବିଜୟନଗର,ଗଣିଆ, ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍