Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

କଣ ସତ ! ଏମି-ମୋ ପୃଥିବୀ ।

କଣ ସତ ! ଏମି-ମୋ ପୃଥିବୀ ।

1 min
1.2K


କଣ ସତ ! ଏମି-ମୋ ପୃଥିବୀ ।

ତମ ସ୍ମୃତି ଏକ ରୂପା ଜହ୍ନ- ୧

ଆଜି ବି ମୁଁ ଘୁରି ବୁଲେ ମୋ ସହରର ସେଇ ରାସ୍ତାରେ ଯେଉଁଠି ଥିଲା ତମ ଘର , ସେଇ ଛକ ସେଠି ସେମିତି ଠିଆ ହେଇଛି ଯେଉଁଠି ତମେ ଦେଖି ଥିଲ ମତେ ପ୍ରଥମ ଥର , ତମେ ତ ସେ ଘର କେବେଠୁ ଛାଡ଼ି ଚାଲି ଗଲଣି ହେଲେ ମୋ ହାତ ଲେଖା ଚିଠିଟି ସେହିଠି ସେମିତି ପଡି ରହିଛି ତମ ଫେରିବା ରାସ୍ତାକୁ ଚାହିଁ ।

ଅନୁବାଦକ ରାମ ପ୍ରସାଦ ବିଶୋଇ ରାୟଗଡ଼ା ।


Rate this content
Log in